ସୋର : ହାତଗୋଡ ବାନ୍ଧି, ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ ଅଭିଯୋଗ । ସମୁଳିଆ ଥାନା ଗାଁମାର୍କୁଣାରେ ଜଣଙ୍କ ଘରୁ ଲୁଟି େଲେ ୮ରୁ ୧୦ ଦୁର୍ବୁତ୍ତ । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟ ସୂଚନା । ବ୍ରିଜ ଉପରେ ବ୍ୟବସାୟୀଙ୍କ କାର ଅଟକାଇ ଡୋର ଖୋଲି ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ଦେଖଣାହାରୀ ସାଜିଥିଲେ ରାସ୍ତାରେ ଯାଉଥିବା ଯାତ୍ରୀ । ବ୍ରିଜ ଉପରେ ଦୁଇପଟରେ ବହୁ ଯାତ୍ରୀ ଅଟକି ରହି ଏହାକୁ ଦେଖୁଥିଲେ ମଧ୍ୟ କେହି ଏହାକୁ ପ୍ରତିବାଦ କରିନଥିଲେ । ତେବେ ଲୁଟ ବେଳର ସମସ୍ତ ଚିତ୍ରକୁ କଏଦ କରିଥିଲେ ଜଣେ ଯାତ୍ରୀ । ଘଟଣା ସମ୍ପର୍କରେ ଖବର ପାଇ ତଦନ୍ତ କରୁଛି ପୋଲିସ ।
Views: 57











