The Ultimate Managed Hosting Platform
ADVERTISEMENT

ହାଇକୋର୍ଟରୁ ନିରାଶ ହେଲେ ହଂସିତା

Facebook
Twitter
LinkedIn

ଭୁବନେଶ୍ୱର : ହାଇ ପ୍ରୋଫାଇଲ ଠକେଇ ଘଟଣା । ହାଇକୋର୍ଟରୁ ନିରାଶ ହେଲେ ହଂସିତା । ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ସ୍ୱାମୀଙ୍କ ଅସୁସ୍ଥତା ଦର୍ଶାଇ ୪ ସପ୍ତାହର ଅନ୍ତରୀଣ ଜାମିନ ଆବେଦନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login