ଭୁବନେଶ୍ୱର : ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗୀୟ ନିଦେ୍ର୍ଦଶ । ହାଇକୋର୍ଟଙ୍କ ନିଦେ୍ର୍ଦଶ ପରେ ନୋଟିସ କଲା ସ୍ୱାସ୍ଥ୍ୟ ବିଭାଗ । ଡାକ୍ତରୀ ଚିଠା , ପିଏମ ରିପୋର୍ଟ ପ୍ରାଞ୍ଜଳ ଭାବେ ଲେଖିବାକୁ ନିଦେ୍ର୍ଦଶ । କ୍ୟାପିଟାଲ ଲେଟର, ଟାଇପ୍ କିମ୍ବା ଗୋଲ ଗୋଲ ଲେଖିବାକୁ ନିଦେ୍ର୍ଦଶ । ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ ।
Views: 93











