The Ultimate Managed Hosting Platform
ADVERTISEMENT

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ମଲାଇକା ଅରୋରା

Facebook
Twitter
LinkedIn

ଦୁର୍ଘଟଣାରେ ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା।  ଗତ ଏପ୍ରିଲ ୨ ତାରିଖରେ ସେ କାର ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ପୁନେରୁ ଏକ ଫ୍ୟାଶନ ଇଭେଣ୍ଟ ସାରି ମୁମ୍ବାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ସେ ସାମାନ୍ୟ ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏବେ ସେ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ସୁସ୍ଥ ହେବା ପରେ ପରିବାର ଏବଂ ତାଙ୍କ ଭଉଣୀ ଅମ୍ରିତା ଆରୋରା ତାଙ୍କ ଘରକୁ ଭେଟିବାକୁ ଯାଇଥିଲେ। ନିଜ ଭଉଣୀର ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ଅମ୍ରିତା। ମଲାଇକା ସୁସ୍ଥ ଏବଂ ଘରେ ଅଛନ୍ତି ।ଏବେ ସେ ବିଶ୍ରାମ ନେଉଛନ୍ତି ବୋଲି ଅମ୍ରିତା ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT

Login