The Ultimate Managed Hosting Platform
ADVERTISEMENT

ହତ୍ୟା ପରେ ମଶାଣିରେ ଫିଙ୍ଗିଦେଲେ !

Facebook
Twitter
LinkedIn

ନବରଙ୍ଗପୁର : ଶ୍ମଶାନରେ ପଡିଛି ଯୁବକଙ୍କ ମୃତଦେହ । ମହିଳା ମହାବିଦ୍ୟାଳୟ ସାମ୍ନା ମଶାଣିରେ ପଡିଛି ମୃତଦେହ । ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ସାମ୍ନା ଛତ୍ରବଟ ଶ୍ମାଶନରେ ଅଜଣା ଶବ । ଧଳା କପଡା ଗୁଡା ହୋଇ ପଡିଛି ଶବ । ପଚରା ପଚରି କରିବା ପରେ ମଧ୍ୟ କାହାର ମୃତଦେହ ଜଣାପଡିନି ।ପରେ ପୌରପାଳିକାର ୧୬ ନଂ କାଉନସିଲର ଅମିତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଟାଉନପୋଲିସ କୁ ଖବର ଦେଇଥିଲେ । ମୃତହେଦ ମୁହଁରୁ ରକ୍ତ ବାହାରିଥିାରୁ କିଏ ହତ୍ୟା କରିଦେଇ ମଶାଣିରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login