The Ultimate Managed Hosting Platform
ADVERTISEMENT

ସ୍ୱାମୀକୁ ଛୁରୀ ଭୁସି ହତ୍ୟା

Facebook
Twitter
LinkedIn

ଭଦ୍ରକ : ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଘରେ ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ । ପାରିବାରିକ କଳହରୁ ନାବାଳକ ପୁଅ ସହ ମିଶି ହତ୍ୟା । ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ସାହିରେ ବୀଭତ୍ସ ହତ୍ୟା । ମୃତକ ହେଲେ ସୁରେଶ ମହଲା । ସୂଚନା ଅନୁଯାୟୀ ସୁରେଶ ଗାଁରେ ରହି କାମ କରୁଥିବାବେଳେ ସ୍ତ୍ରୀ ସଞ୍ଜୁଲତା ଦିଲ୍ଲୀ ରହି କାମ କରୁଥିଲେ । ଗତ ସପ୍ତାହେ ହେଲା ଗାଁକୁ ଆସିଥିଲେ । କାମ କରିବାକୁ ଆଉ ଦିଲ୍ଲୀକୁ ନଯିବାକୁ କହିଥିଲେ ସ୍ୱାମୀ ସୁରେଶ । ଏନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୁଲତା ଓ ତାଙ୍କର ନାବାଳକ ପୁଅ ସୁରେଶଙ୍କୁ ଛୁରୀରେ ହତ୍ୟା କରିଥିଲେ। ସ୍ତ୍ରୀ ଓ ପୁଅକୁ ଗକ୍ତରେ ବାନ୍ଧି ମାଡ ମାରିଲେ ଗ୍ରାମବାସୀ । ଉଭୟ ମା ଓ ପୁଅଙ୍କୁ ଅଟକ ରଖି ପୋଲିସର ତଦନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login