The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସ୍ୱର୍ବସ୍ୱାନ୍ତ ହେଉଛନ୍ତି ଯୁବପୀଢ଼ି : ଗଞ୍ଜା ଲଢେଇ ସାଙ୍ଗକୁ ଖୁଲମ୍‌ଖୁଲା ଚାଲିଛି ଜୁଆ ଖେଳ

Facebook
Twitter
LinkedIn

ପାଟଣା :ବେଧଡକ୍ ଭାବେ ଚାଲିଛି ଜୁଆ ଖେଳ । ଏପରି ଘଟଣା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ । ଚାଲିଛି ଏପରି ଜୁଆ ଖେଳ । ଏପିରିକି ପ୍ରତି ହାଟରେ ହେଉଛି ଗଞ୍ଜା ଲଢେଇ ଖେଳ । ପୋଲିସର କାର‌୍ୟ୍ୟାନୁଷ୍ଠାନ ହେଉ ନଥିବାରୁ ପାଟଣା ଥାନା ଓ ସାହାରପଡା ଫାଣ୍ଡି ଅଧିନ ଥିବା ବିଭିନ୍ନ ହାଟରେ ଖୁଲମଖୁଲା ଭାବେ ଏହି ବେପାର ଚାଲିଛି। ଯୁବପିଢୀ କମ ପରିଶ୍ରମ ରେ ଅଧିକ ଟଙ୍କା ରୋଜଗାର କରିବା ସ୍ୱପ୍ନରେ ଜୁଆଖେଳକୁ ରୋଜଗାରର ପନ୍ଥା ଭାବରେ ଆପଣେଇ ନେଉଛନ୍ତି । ପାଟଣା ଥାନା ଅଞ୍ଚଳ ବିଭିନ୍ନ ଗାଁ ଗଣ୍ଡାର ଯୁବପିଢୀଙ୍କୁ ଘାରିଛି ଜୁଆ ଖେଳ ।ଖବର ଅନୁଯାୟୀ , କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧୁଷିତ ସାହାରପଡା ବ୍ଲକ ଅଞ୍ଚଳରେ ଏବେ ଖୁଲମଖୁଲା ଚାଲିଛି ଜୁଆ ଖେଳ ସହ ଗଞ୍ଜା ଲଢେଇ। ସବୁଠାରୁ ବଡ଼ କଥା ଏହା କୌଣସି ଲୁଚା ଚୁପା ଜାଗାରେ ହେଉନାହିଁ । ଏହା ବଜାର ଓ ହାଟ ଭିତରେ ସର୍ବସାଧାରଣଙ୍କ ଉପସ୍ଥିତରେ ହେଉଛି ଜୁଆ ଖେଳ। ଏସବୁ ଜାଣିଶୁଣି ବି ସ୍ଥାନୀୟ ପୋଲିସ ନିରବ ଦ୍ରଷ୍ଟା ପାଲଟିଛନ୍ତି । ଗଞ୍ଜା ଲଢେଇକୁ ନିଷେଧ ଘୋଷଣା କରାଯାଇଥିଲେ ମଧ୍ୟ ଏଠାରେ ଚାଲିଛି ।


ସେହିପରି ରବିବାର ସାହାରପଡା ସାପ୍ତାହିକ ହାଟ, ବୁଧବାର ଗୋରାସ ସାପ୍ତାହିକ ହାଟ , ଶୁକ୍ରବାର ରାଇଡିହା ସାପ୍ତାହିକ ହାଟ ଏବଂ ବୁଢ଼ାବଣ ସାପ୍ତାହିକ ହାଟ ଗୁଡିକରେ ଚାଲିଛି ଖୁଲମଖୁଲା ଜୁଆ ଖେଳ । ଆଉ ଏହି ହାଟ ଭିତରେ ଗଞ୍ଜା ଲଢେଇରେ ଭାଗ ନେଇ ସ୍ୱର୍ବସାନ୍ତ ହେଉଛନ୍ତି ଲୋକେ। ଏହି ବେଆଇନ କାର‌୍ୟ୍ୟକୁ ପୋଲିସ ପକ୍ଷରୁ ଚଢ଼ାଉ କରି ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login