The Ultimate Managed Hosting Platform
ADVERTISEMENT

ସ୍ୱରୂପ ନାୟକଙ୍କ ବିୟୋଗରେ ବୈଜୟନ୍ତ ପଣ୍ଡାଙ୍କ ଶୋକ

Facebook
Twitter
LinkedIn

ଭୁବନେଶ୍ୱର : ସ୍ୱରୂପ ନାୟକଙ୍କ ବିୟୋଗରେ ଶୋକପ୍ରକାଶ କଲେ ବୈଜୟନ୍ତ ପଣ୍ଡା । ଓଡିଆ ସିନେ ଜଗତକୁ ଅତୁଳନୀୟ ଅବଦାନ ପାଇଁ ମନେ ରହିବେ । ସ୍ୱରୂପଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଲେ ବୈଜୟନ୍ତ ।
ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଗଳା କର୍କଟରେ ପୀଡ଼ିତ ଥିଲେ ସ୍ୱରୂପ ନାୟକ । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି ।
୮୦ ଦଶକରେ ବହୁ ଫିଲ୍ମରେ ସଫଳ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରାୟ ୪୧ଟି ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବରୂପ ନାୟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login