The Ultimate Managed Hosting Platform
ADVERTISEMENT

ସ୍ତ୍ରୀର ଜୀବନ ନେଇ ନଦୀରେ ଫିଙ୍ଗିଲା ସ୍ୱାମୀ !

Facebook
Twitter
LinkedIn

ବଣାଇ : ସ୍ତ୍ରୀର ତଣ୍ଟି ଚିପି ଜୀବନ ନେଲା ନୃଶଂସ ସ୍ୱାମୀ । ଗୁରୁଣ୍ଡିଆ ଥାନା ପଙ୍କଡିହ ଗାଁରେ ଅଭାବନୀୟ ଘଟଣା । ହତ୍ୟା ପରେ ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗିଦେଲା । ବ୍ରାହ୍ମଣୀ ନଦୀରେ ଅଗ୍ନିଶମ ଟିମର ଖୋଜାଖୋଜି । ଗୁରୁଣ୍ଡିଆ ଥାନାରେ ଅଭିଯୁକ୍ତ ସ୍ୱାମୀର ଆତ୍ମସମର୍ପଣ । ସୂଚନା ଅନୁସାରେ ପଙ୍କଡ଼ିହି ଜଡା ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ୟ୍ୟରତ ଜୟନ୍ତୀ କୁଜୁରଙ୍କୁ ପରକିୟା ପ୍ରୀତି ପାଇଁ ସ୍ଵାମୀ ଲକ୍ଷ୍ମଣ ଓରାମ ହତ୍ୟା କରିଥିଲା । ଏହା ପରେ ଅଖାରେ ମୃତଦେହ ପୁରାଇ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ବ୍ରାହ୍ମଣୀ ବ୍ରିଜ ଉପରୁ ଫିଙ୍ଗି ଦେଇଥିଲା । ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ତ୍ରୀହନ୍ତା । ଏହି ଘଟଣାକୁ ନେଇ ଗୁରୁଣ୍ଡିଆ ପୋଲିସ ପକ୍ଷରୁ ଅଗ୍ନିଶମ ସଂସ୍ଥାର ସହାୟତା କ୍ରମେ ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login