The Ultimate Managed Hosting Platform
ADVERTISEMENT

ସ୍ତ୍ରୀକୁ ଠେଙ୍ଗାରେ ପିଟି ମାରିଦେଲା ସ୍ୱାମୀ

Facebook
Twitter
LinkedIn

ତେଲକୋଇ :ସ୍ତ୍ରୀର ଜୀବନ ନେଲା ସ୍ୱାମୀ । ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲ୍ୟା ସ୍ୱାମୀ । ନୟାକୋଟ ଥାନା ବଂଶାପାଳ ବ୍ଲକ କାଦଡିହା ଗାଁରେ ହତ୍ୟାକାଣ୍ଡ । ପାରିବାରିକ କଳହରୁ ହତ୍ୟା କରିଥିବା ନେଇ ସୂଚନା ରହିଛି । ଅଭିଯୁକ୍ତ ସ୍ୱାମୀ ଗିରଫ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login