The Ultimate Managed Hosting Platform
ADVERTISEMENT

ସ୍କୁଲରେ ବଜ୍ରପାତ , ୧୦ ଆହତ

Facebook
Twitter
LinkedIn

ଭଞ୍ଜନଗର : ସ୍କୁଲରେ ପାଠପଢା ଚାଲିଥିବା ବେଳେ ବଜ୍ରପାତ । ୧୦ ଛାତ୍ରଛାତ୍ରୀ ସାମାନ୍ୟ ଆହତ । ବର୍ତ୍ତିଗଲେ ୨୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ । ଗାଲେରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବଜ୍ରପାତ । ଆହତ ଛାତ୍ରଛାତ୍ରୀ ଗାଲେରୀ ମେଡିକାଲରେ ଭର୍ତ୍ତି । ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login