The Ultimate Managed Hosting Platform
ADVERTISEMENT

ସ୍କୁଲ ବସରେ ନିଆଁ

Facebook
Twitter
LinkedIn

କୋଣାର୍କ: ଘରୋଇ ସ୍କୁଲ ବସରେ ନିଆଁ ଛାତ୍ରଛାତ୍ରୀ ସୁରକ୍ଷିତ । ଗୋପ ବାୟାକୁଦ ଛକ ନିକଟରେ ଟାୟାରରୁ ବାହାରିଲା ନିଆଁ । ଗୋପରୁ ପିଲାଙ୍କୁ ନେଇ ସ୍କୁଲ ଯାଉଥିଲା ବେଳେ ଧୂଆଁ ବାହାରିଲା ।
ଆଜି ସକାଳେ ଘରୋଇ ସ୍କୁଲ ବସ୍ଟି ଛାତ୍ରଛାତ୍ରୀଙ୍କ ନେଇ ସ୍କୁଲ ଯାଉଥିଲା। ବାୟାକୁଦା ଛକ ନିକଟରେ ବସ୍ ଟାୟାରରୁ ନିଆଁ ବାହାରିଥିଲା। ଧୂଆଁରେ ଛାତ୍ରଛାତ୍ରୀ ମାନେ ଅଣ ନିଶ୍ୱାସୀ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଡ୍ରାଇଭରକୁ କହିଥିଲେ। ଡ୍ରାଇଭର ଗାଡ଼ି ଅଟକାଇ ବସ୍ରେ ଥିବା ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହା ସହ ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ଫୋନ୍ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login