ଫୁଲବାଣୀ : ସ୍କୁଲ ଟଙ୍କା ହଡପ ମାମଲାରେ ୩ ଜଣଙ୍କୁ ଜେଲ ଦଣ୍ଡାଦେଶ । ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଖକ୍ସୁରିପଡା ଘାଟି ତଳ ଏନୟୁପିଏସର ତକôାଳୀନ ପ୍ରଧାନ ଶିକ୍ଷକଙ୍କୁ ଜେଲ ଦଣ୍ଡାଦେଶ । ତକôାଳୀନ ପ୍ରଧାନ ଶିକ୍ଷକ କିଶୋର ଦାସ , ସ୍କୁଲ ସଭାପତି ଓ ଟିସିଙ୍କୁ ଦଣ୍ଡ । ସ୍କୁଲ କୋଠା ନିର୍ମାଣ ଟଙ୍କା ହଡପ ମାମଲାରେ ଦଣ୍ଡାଦେଶ । ୨୦୦୯-୨୦୧୦ ଆର୍ଥିକ ବର୍ଷରେ ସର୍ବଶିକ୍ଷା ଅଭିଯାନ ଟଙ୍କା ହଡପ କରିଥିଲେ । ୮ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରିଥିବା ମାମଲା ହୋଇଥିଲା ।
Views: 72