ଢେଙ୍କାନାଳ : ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା । ସ୍କୁଟି ଧକ୍କାରେ ୨ ବାଇକ ଆରୋହୀ ଯୁବକଙ୍କ ଚାଲିଗଲା ଜୀବନ । କମଗରା ସାରଙ୍ଗଧର ସେତୁ ଉପରେ ମର୍ମନ୍ତୁଦ ଦୁୁର୍ଘଟଣା । ଆଉ ୨ ଜଣ ଗୁରୁତର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
Views: 52
ଢେଙ୍କାନାଳ : ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା । ସ୍କୁଟି ଧକ୍କାରେ ୨ ବାଇକ ଆରୋହୀ ଯୁବକଙ୍କ ଚାଲିଗଲା ଜୀବନ । କମଗରା ସାରଙ୍ଗଧର ସେତୁ ଉପରେ ମର୍ମନ୍ତୁଦ ଦୁୁର୍ଘଟଣା । ଆଉ ୨ ଜଣ ଗୁରୁତର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...