The Ultimate Managed Hosting Platform
ADVERTISEMENT

ସୈତାନ ସ୍ୱାମୀ , ସ୍ତ୍ରୀକୁ ମାରି ପୋଡିଦେଲା

Facebook
Twitter
LinkedIn

ବଲାଙ୍ଗୀର : ସ୍ତ୍ରୀକୁ ମାରି ପ୍ରମାଣ ନଷ୍ଟ ପାଇଁ ପୋଡି ଦେଇଥିଲା ସ୍ୱାମୀ । ଖପ୍ରାଖୋଲ ଥାନା ପତୁଲାମହୁଲ ଗାଁରେ ବୀଭତ୍ସ ହତ୍ୟା । ପାରିବାରିକ କଳହ ପରେ ୧୬ରୁ ନିଖୋଜ ଥିଲେ ମହିଳା । ଏ ନେଇ ବାପ ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ କରି ସ୍ୱାମୀ , ଦେଢଶୂର , ସମ୍ପର୍କୀୟ ମଉସାକୁ ଗିରଫ କଲା ପୋଲିସ ।

ଆଜିଠୁ ଯୁକ୍ତ ୩ ନାମଲେଖା ଆବେଦନ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login