The Ultimate Managed Hosting Platform
ADVERTISEMENT

ସେପ୍ଟେମ୍ବରରୁ ବିଏମସିରେ କୁକୁର ଗଣନା

Facebook
Twitter
LinkedIn

ଭୁବନେଶ୍ୱର : ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ବିଏମସିରୁ ଆରମ୍ଭ ହେବ କୁକୁର ଗଣନା । ସୂଚନା ଦେଲେ ବିଏମସି କମିଶନର ଚଞ୍ଚଳ ରାଣା । ଗଣନାରେ ସ୍ୱଛସାଥୀ, ସଫେଇ କର୍ମୀ, ବିଏମସି ଅଧିକାରୀ ସାମିଲ ହେବେ । ଗଣନା ପୂର୍ବରୁ ବିଏମସି ପକ୍ଷରୁ ସମସ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଗଣନା ଶେଷ ହେବ । ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login