The Ultimate Managed Hosting Platform
ADVERTISEMENT

ସେକ୍ସ ରାକେଟ : ୧୩ ଗିରଫ

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ । ୧୩ ଜଚ୍ଚଙ୍କୁ ଗିରଫ କରିଛି ପୋଲିସ । ବସ୍ତା , ସିଙ୍ଗଲା ସମେତ ବିଭିନ୍ନ ଅଂଚଳରେ ଚଢାଉ କରି ଗିରଫ । ରାକେଟରେ ସାମିଲ ଯୁବତୀଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର । ପଶ୍ଚିମବଙ୍ଗ ଓ ସ୍ଥାନୀୟ ଅଂଚଳର ଯୁବତୀ ରାକେଟରେ ସାମିଲ । ପୂର୍ବରୁ ମାଷ୍ଟର ମାଇଣ୍ଡ ଲିଙ୍କନ ସାହୁଙ୍କୁ ଗିରଫ କରିଛି ପୋଲିସ ।

ହୁମା ମନ୍ଦିର … କେବେ ଯାଇଛନ୍ତି କି ?
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login