The Ultimate Managed Hosting Platform
ADVERTISEMENT

ସୁରକ୍ଷାବାହିନୀକୁ ସଫଳତା, ଜଙ୍ଗଲରୁ ୩୦ ଲ୍ୟାଣ୍ଡମାଇନ ଜବତ

Facebook
Twitter
LinkedIn

ବିଶ୍ରା : ସୁରକ୍ଷାବାହିନୀକୁ ବଡ଼ ସଫଳତା । ସରଣ୍ଡା ଜଙ୍ଗଲରେ ମାଓବାଦୀ ସଂଗଠନ ବିରୋଧରେ ଚାଲିଥିବା ମିଳିତ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ମିଳିଛି । ଚାଇଁବସା ପୁଲିସ, ଝାଡ଼ଖଣ୍ଡ ଜାଗୁଆର, ସିଆର୍ପିଏଫ୍ ୬୦ ବାଟାଲିୟନର ମିଳିତ ଦଳ ପକ୍ଷରୁ ପଶ୍ଚିମ ସିଂହଭୂମ ଜିଲ୍ଲାର ଟୋକଲୋ ଥାନା ଅଞ୍ଚଳର ସୀମାନ୍ତ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ସର୍ଚ ଅପରେସନ୍ ସମୟରେ ନକ୍ସଲମାନେ ବିଛାଇଥିବା ୩୦ଟି ଲ୍ୟାଣ୍ଡମାଇନ୍ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ପଶ୍ଚିମ ସିଂହଭୂମି ଏସ୍ପି ରାକେଶ ରଞ୍ଜନଙ୍କୁ ଗୁପ୍ତ ସୂଚନା ମିଳିବା ପରେ ସୁରକ୍ଷାବାହିନୀ ତଲାସି ଅଭିଯାନ ଆରମ୍ଭ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login