The Ultimate Managed Hosting Platform
ADVERTISEMENT

ସୁନା ଖାଦାନ ଭୁଶୁଡି ୧୪ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଭୁଶୁଡିଲା ସୁନା ଖାଦାନ । ଭେନେଜୁଏଲାରେ ଭୁଶୁଡିଲା ବେଆଇନ ସୁନା ଖାଦାନ । ଖାଦାନ ଭୁଶୁଡି ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ହୋଇଛନ୍ତି । ଖାଦାନରେ ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login