ଭବାନୀପାଟଣା : ସୁଧାରଗୃହରେ ନାବାଳକର ଝୁଲନ୍ତା ମୃତଦେହ । ଶୈାଚାଳୟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ମୃତକ ନବରଙ୍ଗପୁର ଜିଲ୍ଲାର । ତେବେ ମୃତ୍ୟୁର କାରଣ ଜଣାପଡାନାହିଁ । ଦୁଷ୍କର୍ମ ମାମଲାରେ ଅଗଷ୍ଟ ୧୨ରୁ ଷ୍ଟେ ହୋମରେ ରଖାଯାଇଥିଲା । ଅଗଷ୍ଟ ୧୨ ତାରିଖ ଦିନ ଠାରୁ ସେ ସୁଧାର ଗୃହରେ ରହି ଆସୁଥିଲେ। ଗତକାଲି ରାତିରେ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ କିପରି ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
Views: 104











