The Ultimate Managed Hosting Platform
ADVERTISEMENT

ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ -ପ୍ରଭାତ ବିଶ୍ୱାଳ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ପ୍ରତିଷ୍ଠା ଦିବସ ଖୋଲା ମଞ୍ଚରେ ପ୍ରଭାତ ବିଶ୍ୱାଳଙ୍କ ବିସ୍ଫୋରଣ । ବିଜେଡି ହାରୁ ନେତାଙ୍କୁ ଧୋଇଲେ , ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କଲେ । ବବି, ଦେବୀ, ଅତନୁ, ପ୍ରତାପ ଓ ସଞ୍ଜୟଙ୍କ ନାଁ ନ ନେଇ ବର୍ଷିଲେ ପ୍ରଭାତ । ଅଯଥା ଦଳୀୟ କାର୍ଯ୍ୟକ୍ରମରେ ହସ୍ତକ୍ଷେପ ନ କରିବାକୁ କହିଲେ ପ୍ରଭାତ । ହାରିଯାଇଥିବା ବିଜେଡି ନେତାଙ୍କୁ ଅନୁରୋଧ, ନିଜ ନିର୍ବାଚନ ମଣ୍ଡଳୀ ଜଗନ୍ତୁ । ଦଳ ବିଷୟରେ ମୁଣ୍ଡ ପୁରାନ୍ତୁ ନାହିଁ , ମେ ୨୯ର ଚକ୍ରାନ୍ତ ହୁ ହୁ ହୋଇ ଜଳୁଛି । ପ୍ୟାରୀମୋହନଙ୍କ ପରେ ପାଣ୍ଡିଆନଙ୍କ ଦଳ ପ୍ରତି ଯଥେଷ୍ଟ ଅବଦାନ ରହିଛି । ଲୋକଙ୍କ ସେବା ପାଇଁ ସେ ଆଇଏଏସ ଭଳି ଚାକିରି ଛାଡିଛନ୍ତି । ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି । ସୁଜାତା କାର୍ତ୍ତିକେୟନଙ୍କ ଯଥେଷ୍ଟ ଅବଦାନ ଅଛି, ତାଙ୍କୁ ରାଜ୍ୟସଭା ପଠାଯାଉ । ରାଜ୍ୟସଭା ସିଟ ଖାଲି ହେଲେ ସୁଜାତାଙ୍କୁ ପଠାଯାଉ । ଆଉ ହାରୁ ନେତାମାନେ ସେ ସିଟ ଉପରେ ନଜର ନ ପକାନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login