The Ultimate Managed Hosting Platform
ADVERTISEMENT

ସୁଜାତାଙ୍କ ଏଣ୍ଟ୍ରି କେବଳ କଳ୍ପନାଜଳ୍ପନା ; ଗଣେଶ୍ୱର

Facebook
Twitter
LinkedIn

ଭୁବନେଶ୍ୱର : ଦେବାଶିଷଙ୍କ ଚିଠିର କିଛି ପ୍ରଭାବ ନାହିଁ କହିଲେ ଗଣେଶ୍ୱର ବେହେରା । ୨୦୨୪ ପରାଜୟର ସମୀକ୍ଷା ହୋଇଛି । ଦେବାଶିଷ ଯେମିତି ଚାହୁଁଥିଲେ ହୋଇନି । ନବୀନଙ୍କୁ ଦେଖାକରିବାରେ ବର୍ତ୍ତମାନ ଯଥେଷ୍ଟ ସୁଯୋଗ ରହିଛି । ନବୀନ ବାବୁ ଯଦି ଗୃହବନ୍ଦୀ ତେବେ ବିଧାନସବା , ଶଙ୍ଖ ଭବନ ଯାଉଛନ୍ତି କେମିତି । ଦେବାଶିଷଙ୍କ ଭାଷାରେ ଗୃହବନ୍ଦୀର ସଂଜ୍ଞା କଣ ବଦଳି ଗଲା କି ? ସୁଜାତାଙ୍କ ବିଜେଡି ଏଣ୍ଟ୍ରି କେବଳ କଳ୍ପନା ଜଳ୍ପନା । ସୁଜାତା କାର୍ତ୍ତିକେୟାନଙ୍କ ବିଜେଡିକୁ ଆସିବା ମୋ କାନରେ ପଡି ନାହିଁ । ଯଦି ଜଣେ ବ୍ୟକ୍ତି ଆସିଲେ ତାଙ୍କୁ ସମ୍ମାନ ଏ ସୁଯୋଗ ଦେବୁନୁ କାହିଁକି ?

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login