ଭୁବନେଶ୍ୱର : ସଦାଶିବ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ସୀତାରମଣଙ୍କ ପରାମର୍ଶ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଚପ୍ରାଣ ମନ୍ତ୍ରକୁ ନେଇ ଶପଥ କରାଇଲେ । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରାନ୍ତୁ । ଔପନିବେଶବାଦ ମାନସିକତାରୁ ମୁକୁଳି ଆସନ୍ତୁ । ଆମର ଐତିହ୍ୟ, ପରମ୍ପରାକୁ ନେଇ ଉତ୍ସବ ମନାନ୍ତୁ । ଦେଶର ସୁରକ୍ଷା ପାଇଁ ଏକତାକୁ ମଜଭୁତ କରନ୍ତୁ । ଜଣେ ସଚା ନାଗରିକର କର୍ତ୍ତବ୍ୟ ପାଳନ କରନ୍ତୁ ।
ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ଭାରତ ସରକାରଙ୍କ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାରମନ୍ତ୍ରୀ ନୀର୍ମଳା ସୀତାରମଣ। ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ନୀର୍ମଳା ସୀତାରମଣଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ଵାଗତ ଜଣାଇଥିଲେ।
Views: 92











