The Ultimate Managed Hosting Platform
ADVERTISEMENT

ସିରିଜ ଦୁର୍ଘଟଣା : ଜଳିଗଲା ପିକଅପ ଭ୍ୟାନ

Facebook
Twitter
LinkedIn

ଅନଗୁଳ: ସିରିଜ ଦୁର୍ଘଟଣା । ଅନଗୁଳ ଜିଲ୍ଲା ଖମାର ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଟୋଲଗେଟରେ ସିରିଜ ଦୁର୍ଘଟଣା। ଟୋଲ ଗେଟ ନିକଟରେ ଟ୍ରଲରକୁ ପଛପଟୁ ପିଟିଲା ଟ୍ରକ, ତା ପଛକୁ ଏକ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ପିକଅପ ଗାଡ଼ିରେ ପ୍ରଥମେ ନିଆଁ ଲାଗି ଜଳିଯାଇଛି। ଖବର ପାଇ ପାଳଲହଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ଦୁର୍ଘଟଣାରେ ପିକଅପରେ ଥିବା ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଟୋଲଗେଟ କର୍ମଚାରୀ ଖମାର ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଅନ୍ୟ ଦୁଇ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିଲେ।ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login