The Ultimate Managed Hosting Platform
ADVERTISEMENT

ସିବିଆଇ ଜାଲରେ ଅଡିଟର

Facebook
Twitter
LinkedIn

ଭୁବନେଶ୍ୱର : ସିବିଆଇ ଜାଲରେ ଏଜି ଅଫିସ ଭୁବନେଶ୍ୱରର ଅଡିଟର । ଏଜି ଅଫିସ ଭୁବନେଶ୍ୱରର ଅଡିଟର ସନ୍ତୋଷ ପାଣିଗ୍ରାହୀ ଗିରଫ । ମେଡିକାଲ ବିଲ କ୍ଲିୟରାନ୍ସ ପାଇଁ ୬,୫୦୦ ଟଙ୍କା ଲାଞ୍ଚ ନେଇ ଗିରଫ । ଭୁବନେଶ୍ୱର ଆରଟିଓ ଅଫିସ ସମ୍ମୁଖରେ ଲାଞ୍ଚ ନେବା ବେଳେ ଧରିଲା ସିବିଆଇ । ମେଡ଼ିକାଲ ବିଲ ପାସ କରିଦେବାକୁ କହି ଅଡିଟର୍ ସନ୍ତୋଷ ପାଣିଗ୍ରାହୀ ଲାଞ୍ଚ ନେଉଥିବା ବେଳେ ଧରିଲା ସିବିଆଇ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login