The Ultimate Managed Hosting Platform
ADVERTISEMENT

ସିଆରପିଏଫ ଯବାନଙ୍କ ଗୁଳିମାଡରେ ନାବାଳକ ଗୁରୁତର

Facebook
Twitter
LinkedIn

ନବରଙ୍ଗପୁର : ସିଆରପିଏଫ୍ ଯବାନଙ୍କ ଗୁଳିରେ ନାବାଳକ ଗୁରୁତର । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରେ ଘଟିଛି ଘଟଣା । ପରିବାର ଲୋକଙ୍କୁ ନଜଣାଇ ନାବାଳକଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର । ସେହିପରି ଉକ୍ତ ନାବାଳକଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ଯବାନ ଅଟକ ରଖିଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ ନକ୍ସଲଙ୍କ ସହଯୋଗୀ ସନ୍ଦେହ କରି ଗାଁର କିଛି ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login