The Ultimate Managed Hosting Platform
ADVERTISEMENT

ସି-ସେକ୍ସନ ଡେଲିଭରି ପାଇଁ ଅଡିଟ ଆରମ୍ଭ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ପ୍ରାଇଭେଟ ହସ୍ପିଟାଲରେ ସିସେକ୍ସନ ଡେଲିଭରି ଅଡିଟ୍ ଆରମ୍ଭ । ଅଡିଟ୍ ଆରମ୍ଭ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଦଶକଙ୍କ ସୂଚନା । ସ୍ୱାସ୍ଥ୍ୟ ବିଭାଗର ନିଦେ୍ର୍ଦଶରେ ସବୁ ସିଡିଏମଓଙ୍କୁ ଅଡିଟ୍ ନିଦେ୍ର୍ଦଶ ଦିଆଯାଇଛି । ସିଡିଏମଓଙ୍କ ତତ୍ତ୍ୱାବଧାନରେ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ । ଅଡିଟ୍ ପାଇଁ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ଜାରି କରି ସିଡିଏମଓଙ୍କୁ ପଠାଯାଇଛି । ହୁ ଗାଇଡଲାଇନରେ ୧୫ ପ୍ରତିଶତ କେସ୍ ସି ସେକ୍ସନ ଡେଲିଭରି ହେବା କଥା । କିନ୍ତୁ ରାଜ୍ୟରେ ସି ସେକ୍ସନ ଡେଲିଭରି ୭୦.୭ ପ୍ରତିଶତରେ ପହଁଚିଛି । ସରକାରୀହସ୍ପିଟାଲରେ ୨ ବର୍ଷ ହେଲା ଅଡିଟ ଚାଲିଛି , ହାର ଠିକ ଅଛି । ବେସରକାରୀ ହସ୍ପିଟାଲରେ ବଢିଥିବାରୁ ଅଡିଟ ନିଦେ୍ର୍ଦଶ ଦିଆଯାଇଛି । ନିୟମ ଉଲ୍ଲଂଘନ ହେଲେ ହସ୍ପିଟାଲ ସୋ କଜ୍ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login