ଭୁବନେଶ୍ୱର : ପୁଣି ସାଲିଆ ସାହିରେ ବୁଲିଲା ବୁଲଡୋଜର । ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ । ଇଡକୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ । କିଛି ଦିନ ତଳେ ଏଠାରୁ ହଜାର ହଜାର ଦେଶୀ ମଦ , ପୋଚ ଜବତ କରିଥିଲା ଅବକାରୀ ବିଭାଗ। ଏହା ପରେ ଆଜି କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ଚୋରା ଦେଶୀ ମଦ ବେପାର କଲେ ଛଡ଼ାଯିବ ନାହିଁ ବୋଲି ଏକ ପ୍ରକାର ସଂକେତ ଦେଇଛି ଦିଆଯାଇଛି।
Views: 88











