ନୂଆଦିଲ୍ଲୀ : ସାରା ଦେଶରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ କରିବ ଏଫଏସଏସଏଆଇ । ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ପଦକ୍ଷେପ । କ୍ଷୀର, ଦହି, ଘିଅ, ଛେନା, ପନିର, ଖୁଆ, ଆଇସକ୍ରିମ ଯାଞ୍ଚ ହେବ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ ଯାଞ୍ଚ ହେବ । ଦେଶର ସବୁ ଜିଲ୍ଲାରୁ ସାମ୍ପଲ ସଂଗ୍ରହ କରି ଯାଞ୍ଚ କରିବ ଏଫଏସଏସଏଆଇ । ସଂଗଠିତ ଓ ଅସଂଗଠିତ କ୍ଷେତ୍ରରୁ ସାମ୍ପଲ ସଂଗ୍ରହ କରି ଯାଞ୍ଚ କରିବ । ଏଫଏସଏସଏଆଇ-ଫୁଡ୍ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅ୍ଫ୍ ଇଣ୍ଡିଆର ସୂଚନା ।
Views: 90