The Ultimate Managed Hosting Platform
ADVERTISEMENT

ସାରା ଦେଶବାସୀ ଆଜି ପାଳିବେ ଆର୍ଥ ଆୱାର

Facebook
Twitter
LinkedIn

ନୂଆଦିଲ୍ଲୀ : ପୃଥିବୀ ଲାଗି ଘଣ୍ଟାଟିଏ । ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର । ବିଶ୍ବ ବନ୍ୟଜନ୍ତୁ ପାଣ୍ଠି ବା ଡବ୍ଲ୍ୟୁଡବ୍ଲ୍ୟୁଏଫ ପକ୍ଷରୁ ଏହା ପାଳିତ ହୋଇଥାଏ । ଛୋଟିଆରୁ ବୃହତ ରାଷ୍ଟ୍ର- ସବୁଠି ପାଳନ ହେବ ଆର୍ଥ ଆଓ୍ବାର । ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ସଚେତନା ସୃଷ୍ଟି ଆର୍ଥ ଆଓ୍ବାରର ରହିଛି ଆହ୍ବାନ । ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏ ପାଳିତ ହେବ ଆର୍ଥ ଆଓ୍ବାର । ପ୍ରତିବର୍ଷ ଏହି ସମୟରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଇଥାଏ । ଏହି ସମୟ ମଧ୍ୟରେ ଲାଇଟ ଓ ବୈଦ୍ୟୁତିକ ଯନ୍ତ୍ରାଦିକୁ ସୁଇଚ ଅଫ କରିବା ଲାଗି ଆହ୍ବାନ ଦିଆଯାଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login