The Ultimate Managed Hosting Platform
ADVERTISEMENT

ସାମଗ୍ରୀରେ ସଂଶୋଧିତ ମୂଲ ବାଧ୍ୟତାମୂଳକ ; ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

Facebook
Twitter
LinkedIn

ଭୁବନେଶ୍ୱର : ଜିଏସଟି ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିଦେ୍ର୍ଦଶ । ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । ସମସ୍ତ ଉତ୍ପାଦକ, ପ୍ୟାକର ଓ ଆମଦାନୀକାରୀଙ୍କୁ କେନ୍ଦ୍ରର ନିଦେ୍ର୍ଦଶ । ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଉକ୍ତ ନିର୍ଦ୍ଦେଶନାମା ଲାଗୁ ହେବ’ । ପୁରୁଣା ମୂଲ୍ୟକୁ ନ ଲିଭାଇ ତା ପାଖରେ ନୂଆ ମୂଲ୍ୟ ଉଲ୍ଲେଖ ରହିବ’ । ଏହା ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ ଜିଏସଟି ସବୁ ଥିରୁ କମିଲା କ୍ଷ ଅନେକ ଜାଗାରେ ପୁରା ନୀଲ୍ କରିଦିଆ ଯାଇଛି କ୍ଷ ମାନ୍ୟବର ପ୍ରଧାନମନ୍ତ୍ରୀ ଭଲ ନିଷ୍ପତି ନେଇଛନ୍ତି କ୍ଷ ଆମ ବିଭାଗ ଏହାକୁ ସ୍ୱାଗତ କରୁଛି କ୍ଷ ହୋଲସେଲରଙ୍କ ଲାଭ କ୍ଷତି ବଡ଼ କଥା ନୁହେଁ କ୍ଷ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login