The Ultimate Managed Hosting Platform
ADVERTISEMENT

ସାପ କାମୁଡାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ !

Facebook
Twitter
LinkedIn

ଟିଟିଲାଗଡ : ସାପ କାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ ଅଭିଯୋଗ । ସଇଁତଳା ଥାନା ଜାମପଦର ଗାଁରେ ଅଭାବନୀୟ ଘଟଣା । ରାତିରେ ବାପାମା’ ସହ ଶୋଇଥିବା ବେଳେ ଅସୁସ୍ଥ ହୋଇପଡିଥିଲେ । ଉଭୟଙ୍କ ସଇଁତଳା ମେଡିକାଲକୁ ଅଣାଯାଇଥିଲା । ଚିକିତ୍ସା ବେଳେ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଘର ଭିତରୁ ସାପ ବାହାରିବାରୁ ସାପ କାମୁଡାରେ ମୃତ୍ୟୁ ସନେ୍ଦହ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login