ଜାପାନ : ଜାପାନକୁ ମିଳିଗଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନାଏ ଟାକାଇଚି । ଆଜି ହୋଇଥିବା ଭୋଟରେ ୬୪ ବର୍ଷିୟା ଟାକାଇଚିଙ୍କୁ ବହୁମତ ମିଳିଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ କରିଛନ୍ତି । ସେ ଜାପାନର ଜାପାନର ୫ମ ପ୍ରଧାନମନ୍ତ୍ରୀ ହେବେ । ଜାପାନର ପୁରୁଷ ପ୍ରାଧାନ୍ୟ ରାଜନୀତିରେ ଏହା ଐତିହାସିକ ସଫଳତା ବୋଲି କୁହାଯାଉଛି । ସାମ୍ବିଧାନିକ ସଂଶୋଧନ, ଶକ୍ତିଶାଳୀ ସେନା, ୟାସୁକୁନି ମନ୍ଦିର ପରିଦର୍ଶନ, କଠୋର ଅନୁପ୍ରବେଶ ନିୟନ୍ତ୍ରଣ ଏବଂ ସମଲିଙ୍ଗୀ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ଟାକାଇଚି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ସିଞ୍ଜୋ ଆବେଙ୍କ ଦୃଢ ସମର୍ଥକ ତଥା ସହଯୋଗୀ ଥିଲେ । ଚଳିତ ବର୍ଷ ଆରମ୍ଭରେ ସେ ଖଊଚର ସଭାପତି ହୋଇଥିଲେ ।
ଶିଗେରୁ ଇଶିବାଙ୍କ ଇସ୍ତଫା ପରେ ଜାପାନ ଇନୋଭେସନ୍ ପାର୍ଟି ସହ ମେଣ୍ଟ କରି ସେ ସରକାରକୁ ଆସିଛନ୍ତି । ସାତ୍ସୁକି କାଟାୟାମାଙ୍କୁ ସେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି । ତେବେ ଟାକାଇଚି କ୍ଷମତାକୁ ଆସିବା ଚୀନ୍ ଓ ଦକ୍ଷିଣ କୋରିଆ ସହ ସଂପର୍କୁ ତିକ୍ତ କରିପାରେ ବୋଲି କହିଛନ୍ତି ସମାଲୋଚକ ।
ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







