କେନ୍ଦ୍ରାପଡା : ନିଶାସକ୍ତ ଅବସ୍ଥାରେ ସାଙ୍ଗକୁ ଲହୁଲୁହାଣ କଲା ସାଙ୍ଗ । ରାଜନଗର ଥାନା ପେଣ୍ଠ ବେଳାଭୂମିରେ ବୀଭତ୍ସ ଆକ୍ରମଣ । ସାଙ୍ଗର ଯୈ÷ାନାଙ୍ଗ କାଟିବା ସହ ଲହୁ ଲୁହାଣ କଲା ଅନ୍ୟ ସାଙ୍ଗ । ଫେସବୁକରୁ ବନ୍ଧୁତା ପରେ ଉଭୟ ବେଳାଭୂମି ବୁଲିବାକୁ ଯାଇଥିଲେ । ଆକ୍ରମଣର କାରଣ ଅସ୍ପଷ୍ଟ । ଗୁରୁତର ଯୁବକ କଟକ ବଡ ମେଡିକାଲରେ ଭର୍ତ୍ତି ।
Views: 75