ଭଦ୍ରକ : ଦୋକାନ ସର୍ଟର ତାଡି ସୁନା ଅଳଙ୍କାର ସହ ଟଙ୍କା ଲୁଟ୍ । ଭଣ୍ଡାରୀପୋଖରୀ ଥାନା ମଞ୍ଜୁରୀରୋଡରେ ଥିବା ଦୋକାନରୁ ଲୁଟ୍ । ଦୋକାନ ଆଗରେ ପାଲଟାଣି ଭିତରେ ପଶି ଲୁଟିନେଲେ ଦୁର୍ବୁତ୍ତ । ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ ଅଭିଯୋଗ ।
Views: 64

ପିପିଲି : ପୁଣି ଆମ ବସ ଘଟାଇଲା ଦୁର୍ଘଟଣା । ଆମ ବସ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ଚାଲିଗଲା ଜୀବନ । ତରାକାଜ ନିକଟରେ...
ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...
କେନ୍ଦ୍ରାପଡା : ବାମ ମୋଡ ନେଇ ଅଟକିଲା ବ୍ରହ୍ମ ତାଳଧ୍ୱଜ । ଦେବୋତ୍ତର ବିଭାଗ ଠାରୁ କିଛି ବାଟ ଯାଇ ବାମ ମୋଡ ନେଲା । ରେଲୱେ...
ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...