The Ultimate Managed Hosting Platform
ADVERTISEMENT

ସରପଞ୍ଚଙ୍କ ଠାରୁ ଲୁଟ୍

Facebook
Twitter
LinkedIn

ଭବାନୀପାଟଣା : ସରପଞ୍ଚଙ୍କ ଠାରୁ ଲୁଟ୍ । ସରପଞ୍ଚଙ୍କ ଠାରୁ ଲୁଟି ନେଲେ ୩ ଦୁର୍ବୁତ୍ତ । ଜାମୁଖୁଣ୍ଟା ସରପଞ୍ଚଙ୍କ ଠାରୁ ୯୫ ହଜାର ଟଙ୍କା ଲୁଟ୍ ହୋଇଛି । ବୋର୍ଡା ଫାଣ୍ଡି ଗୁରୁଜଙ୍ଗ ନିକଟରେ ବାଇକରେ ଆସୁଥିବା ବେଳେ ଲୁଟ । ସରପଞ୍ଚଙ୍କ ବାଇକକୁ ଧକ୍କା ଦେଇ ଟଙ୍କା ଲୁଟି ୩ ଦୁର୍ବୁତ୍ତ ଚମ୍ପଟ । ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ହୋଇଛି ଲୁଟ ।

ସମ୍ବଲପୁର ହିଂସା ଘଟଣା ;ସିବିଆଇ ତଦନ୍ତ ଦାବି କଲା ବିଜେପି
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login