ଭୁବନେଶ୍ୱର : ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ । ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨,୩ ଥାଏ । ଅତିରିକ୍ତ ତହସିଲଦାରଙ୍କୁ ମାଡ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ । ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା ରଖନ୍ତୁ । ଯେଉଁ ଅଫିସରେ ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି । ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି , ଦଳରୁ ନିଲମ୍ବନ ବି ହୋଇଛି । ଯଦି ବିନା ପ୍ରମାଣରେ ପ୍ରଚ୍ଛଦପଟରେ କିଏ ଗିରଫ ହୁଅନ୍ତି , କୋର୍ଟ ଗ୍ରହଣ କରିବେନି । ଯେଉଁ ମାନଙ୍କ ଭିଡିଓ ଫୁଟେଜ ଅଛି , ସେମାନେ ଗିରଫ ହୋଇ ସାରିଛନ୍ତି ।
ଅନ୍ୟପଟେ ତେବେ ବନ୍ୟାଞ୍ଚଳରେ ନିୟୋଜିତ ଥିବା ଓଏଏସ ଅଧିକାରୀମାନେ କାର୍ୟ୍ୟ କରୁଛନ୍ତି । ସେହିପରି ରଥଯାତ୍ରାରେ ନିୟୋଜିତ ଥିବା ଓଏଏସ ଅଧିକାରୀମାନେ ମଧ୍ୟ ନିଜ କାର୍ୟ୍ୟ ସମ୍ପାଦନ କରୁଛନ୍ତି । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସଂଘ ୩ଟି ଦାବି ରଖିଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି । ସେ ନିଶ୍ଚିତ ଆକ୍ସନ ନେବେ । ଯିଏ ଏହି ଘଟଣା ପଛରେ ରହିଛି ତା ଉପରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବେ ବୋଲି କହିଛି OAS ସଂଘ ।
ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ, ସରକାରଙ୍କ ପାଖରେ ପ୍ଲାନ ୧,୨,୩ : ରାଜସ୍ୱ ମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







