The Ultimate Managed Hosting Platform
ADVERTISEMENT

‘ସରକାର ଆମର ଚିକିତ୍ସା ପାଇଁ ସାହାଯ୍ୟ କର’

Facebook
Twitter
LinkedIn

ଭୁବନେଶ୍ୱର : ଲୋୟର ପିଏମଜିରେ ଦିବ୍ୟାଙ୍ଗ । ଓଡିଶା ଡ୍ୟୁସେନ ମସ୍କୁଲାର ଡିଷ୍ଟ୍ରୋପି ଆସୋସିଏସନର ସମସ୍ତ ସଦସ୍ୟ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଡିଏମଡି ଏକ ଆନୁବଂଶିକ ରୋଗ ହୋଇଥିବା ବେଳେ ପିଲାମାନଙ୍କର ଯତ୍ନ ନେବା ପରିବାର ବର୍ଗ ପକ୍ଷରେ କଷ୍ଟସାଧ୍ୟ । ତେଣୁ ପିଲାମାନଙ୍କର ଚିକିତ୍ସା ପାଇଁ ସରକାର ସାହାଯ୍ୟର ହାତ ବଢାନ୍ତୁ । ଏହି ଆସୋସିଏସନ ସଦସ୍ୟ ମାନେ ନିକଟରେ ଉଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ୍ୟ ହୋଇଥିଲେ । ଉଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶକ୍ରମେ ଭୁବନେଶ୍ୱର ଏମସକୁ ଏହି ରୋଗର ଚିକିତ୍ସା ନିମନ୍ତେ କୋଲକତା ଏମସକୁ କୁହାଯାଇଥିଲା । ମାତ୍ର ଏହା ସମ୍ଭବପର ହେଉ ନାହିଁ । ଏହି ରୋଗର ଚିକିତ୍ସା ପାଇଁ ଏକ ଜାତୀୟ ନୀତି ଥିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ଚିକିତ୍ସା ସମ୍ଭବପର ହୋଇ ପାରୁନାହିଁ । ଏହି ଅସହ୍ୟ ଯନ୍ତ୍ରଣାରେ ପୀଡିତ ପିଲାମାନେ ଏବଂ ତାଙ୍କର ପରିବାର ବର୍ଗ ତୁରନ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି,ପରିବହନ ଠପ

ଡ୍ରାଇଭର ଆନେ୍ଦାଳନ ନାଁରେ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ

ଭୁବନେଶ୍ୱର : ଡ୍ରାଇଭର ଭାଇମାନଙ୍କୁ ଆନେ୍ଦାଳନରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ । ସରକାର ଆପଣଙ୍କ ସମସ୍ତ ଦାବିକୁ ଶୁଣିଛନ୍ତି । ସବୁ ଦାବିର ସମାଧାନ ହେବ...

ADVERTISEMENT

Login