ଭୁବନେଶ୍ୱର : ପିସିସି ମୁଖ୍ୟ ଭକ୍ତ ଦାସଙ୍କ ସର୍ବକ୍ଷମା ଆହ୍ୱାନ ପରେ ଚଳଚଞ୍ଚଳ ରାଜନୀତି । କଂଗ୍ରେସ ଛାଡିଥିବା କିଛି ନେତା ଦଳକୁ ଫେରିବା ନେଇ ଦେଲେ ଇସାରା । କଂଗ୍ରେସ ଛାଡିିଥିବା ଭୂପିନ୍ଦର ସିଂ ମଧ୍ୟ ଏପରି କିଛି ଇସାରା ଦେଲେ । ଆପଣ ଫେରିବେ କି ପ୍ରଶ୍ନରେ କହିଲେ ସମୟକୁ ଅପେକ୍ଷା କର । ସବୁ ଦଳ ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା କରିବା ସ୍ୱାଭାବିକ । ଅନ୍ୟପଟେ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ ରଖିଲେ ନିଜର ପ୍ରତିକ୍ରିୟା । ଦଳର ଖରାପ ସମୟରେ ଛାଡିଯିବା ଠିକ ହେବନି କହିଲେ ।
Views: 55











