The Ultimate Managed Hosting Platform
ADVERTISEMENT

ସମୟ ପରିବର୍ତ୍ତନ

Facebook
Twitter
LinkedIn


ପରିବର୍ତ୍ତନ ମଣିଷକୁ ବଦଳାଇ ଦିଏ ସମୟ ପରିବର୍ତ୍ତନ ହେଲେ ଚଳିବ କିନ୍ତୁ ମଣିଷ ପରିବର୍ତ୍ତନ ହେଲେ ଭାଗ୍ୟ ବଦଳି ଯିବ । ତେବେ ପରିବର୍ତ୍ତନକୁ ଆମେ ଏଠି ଦୁଇଟି ଦିଗରେ ଲକ୍ଷ୍ୟ କରିବା । ପ୍ରଥମ ପରିବର୍ତ୍ତନ ହେଲା ମଣିଷ ଠିକ ମାର୍ଗ ଯଦି ବାଛିବ ତେବେ ତା ଜୀବନରେ ଅନେକ ସଫଳତା ପାଇପାରିବ ଆଉ ଯଦି ଭୁଲ ଦିଗରେ ସେ ଯିବ ନିଜକୁ ପରିବର୍ତ୍ତନ କରିପାରିଛି ବୋଲି କହିବ ତେବେ ସେ ଜୀବନରେ ଅନେକ ବିଫଳତା ହାସଲ କରିବ । ତେବେ ଦ୍ୱିତୀୟ କଥାଟି ହେଲା ଜୀବନରେ ପରିବର୍ତ୍ତନ ଆଣିବାକୁ ସମସ୍ତେ ଚାହାଁନ୍ତି । କିନ୍ତୁ ଏମିତି ନିଜକୁ ଯଦି କେବଳ ପରିବର୍ତ୍ତନ କରିବାକୁ ଚାହିଁବ ତେବେ ସମୟ ବଦଳିଯିବ ଆଉ ମୃତ୍ୟୁ ନିକଟତର ହୋଇଆସିବ । ତେବେ ମୃତ୍ୟୁ ପୂର୍ବରୁ ଉଚିତ ମାର୍ଗରେ ନିଜକୁ ନିୟୋଜିତ କର । ଯେତେଦିନ ବଞ୍ଚିଛ ସେତେଦିନ ଅନ୍ୟର ମଙ୍ଗଳ ଚିନ୍ତା କର । କାହାର କ୍ଷତି କରନାହିଁ ନିଜେ ମଜବୁତ ହୁଅ ଅନ୍ୟକୁ ପ୍ରେରଣା ଯୋଗାଇଦିଅ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login