The Ultimate Managed Hosting Platform
ADVERTISEMENT

ସମ୍ବଲପୁରରେ ବି ନକଲି ସାର୍ଟିଫିକେଟ !

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ । ୬ ଆଶାୟୀଙ୍କ ନାଁରେ ଡାକ ବିଭାଗର ଅଭିଯୋଗ । ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ ଦାଖଲ । ୬ ଆଶାୟୀ ଦେଇଛନ୍ତି ୟୁପିର ସାର୍ଟିଫିକେଟ । ଭଦ୍ରକ , ଜଗତସିଂହପୁର , ବରଗଡର ଆଶାୟୀ । ଦେବଗଡ ଓ କଳାହାଣ୍ଡିର ଆଶାୟୀ ଅଛନ୍ତି । ସାର୍ଟିଫିକେଟର ତଥ୍ୟ ୱେବସାଇଟରେ ଉପଲବ୍ଧ ନାହିଁ । ସନେ୍ଦହରେ ଟାଉନ ଥାନାରେ ଅଭିଯୋଗ ଦାଖଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login