ସମ୍ବଲପୁର : ସମ୍ବଲପୁର ହିଂସା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି । ଚିଠି ଲେଖିଲେ ରାଜ୍ୟ ବିଜେପି ସଭାପତି , ସାଂସଦ ଓ ବିଧାୟକ । ସଭାପତି ମନମୋହନ , ସାଂସଦ ଅପରାଜିତାଙ୍କ ସହ ବିଧାୟକମାନଙ୍କ ଚିଠି । ରାଜ୍ୟ ସରକାର କେନ୍ଦ୍ର ଗାଇଡଲାଇନ ମାନିନଥିବା ନେଇ ଚିଠିରେ ଉଲ୍ଲେଖ । ରାଜ୍ୟ ସରକାରଙ୍କ ଗୁଇନ୍ଦା ଫେଲ୍ ଓ ଦୂରଦୃଷ୍ଟି ଅଭାବ ଯୋଗୁଁ ହିଂସା ଘଟିଲା । ଆମର ଦୃଢ ବିଶ୍ୱାସ, ଆକ୍ରମଣ ପୂର୍ବ ଯୋଜନା ପ୍ରସୃତ ଥିଲା । ପୂର୍ବ ଅନୁମାନ ଜୟନ୍ତୀ ରେ ଯେଉଁଠି ହିଂସା ହୋଇଥିଲା , ଏଥର ସେଇଠି ହେଲା । ପୋଲିସ ସବୁ କଥା ଅବଗତ ଥାଇ ମଧ୍ୟ ଉଚିତ ଢଙ୍ଗରେ କାର୍ଯ୍ୟ କରିନଥିଲା । ପୋଲିସ ଏତଲା ଅନୁସାରେ ୨ ଶହ ଲୋକ ଶୋଭାଯାତ୍ରାକୁ ଆକ୍ରମଣ କଲେ । ପୋଲିସ ମଧ୍ୟ ସ୍ୱୀକାର କରିଛି ହିଂସା ପୂର୍ବ ଯୋଜନାବଦ୍ଧ ଥିଲା । ଆଗରୁ ଏଭଳି ଘଟିଥିଲେ ବି ପୋଲିସ କାହିଁକି ଷଡଯନ୍ତ୍ରକାରୀଙ୍କୁ ପୂର୍ବରୁ ବାନ୍ଧିଲାନି । ରାଜନୈିତିକ ଅଭିସନ୍ଧି ପାଇଁ ଶାସକ ଦଳ ସେମାନଙ୍କ ପୃଷ୍ଠପୋଷକ ସାଜିଛି । ସରକାରଙ୍କ ଏଭଳି କାର୍ଯ୍ୟ ପାଇଁ ଅନ୍ୟ ସହରରେ ମଧ୍ୟ ହିଂସା ଆଶଙ୍କା ରହିଛି । ଘଟଣାକୁ ନିନ୍ଦା ସହ ଏହାର ଏନଆଇଏ ତଦନ୍ତ ପାଇଁ ଦାବି କଲା ରାଜ୍ୟ ବିଜେପି ।
ସମ୍ବଲପୁର ହିଂସା : ଏନଆଇଏ ତଦନ୍ତ ପାଇଁ ଶାହାଙ୍କୁ ଚିଠି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











