ଆସିକା : ଆସିକା ଚିନି ଶିଳ୍ପ ନିକଟ ଗୋଟିଏ ବିଲ୍ଡିଂରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ବିଲ୍ଡିଂରେ ଥିବା ସମବାୟ ବ୍ୟାଙ୍କ ଓ ଡାକଘର ସଟର ତାଡି ଚୋରି । ଆସିକା ସମବାୟ ବ୍ୟାଙ୍କ ନୂଆଗାଁ ଶାଖା ଓ ନୁଆଗାଁ ଉପ ଡାକଘରୁ ଚୋରି । ତେବେ କେତେ ଟଙ୍କାର ଚୋରି ହୋଇଛି ତାହା ଅସ୍ପଷ୍ଟ ରହିଛି । ପୋଲିସ ଏ ଦିଗରେ ତଦନ୍ତ ଚଳାଇଛି ।
Views: 56











