The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Facebook
Twitter
LinkedIn

ଜଗତସିଂହପୁର : ପିକଅପ ଭ୍ୟାନ ବୁଲେଟ ମୁହାଁ ମୁହିଁ ଧକ୍କା।ଘଟଣା ସ୍ଥଳରେ ବୁଲେଟ ଚାଳକ ମୃତ । ପଛରେ ବସିଥିବା ସାଙ୍ଗ ଗୁରୁତର ଆହତ। ଗୁରୁତର ଆହତ ହୋଇଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।ସୂଚନା ମୁତାବକ ବାଲିକୁଦା ଥାନା ଆମ୍ବସାଳ ଗ୍ରାମର ଦେବେନ୍ଦ୍ର କୁମାର ସାହୁଙ୍କ ପୁଅ କିଶନ କୁମାର ସାହୁ ଓ ତାଙ୍କ ସାଙ୍ଗ ମିହିର କୁମାର ପଣ୍ଡା ଗତକାଲି ଏକ ବିବାହ ଉତ୍ସବ ରେ ଭୁବନେଶ୍ୱର ଯାଇଥିଲେ।ସକାଳୁ ଫେରୁଥିବା ବେଳେ ଜଗତସିଂହପୁର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଗନ୍ଧିଛକ ନିକଟରେ ଜଗତସିଂହପୁର ରୁ କଟକ ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ ସହିତ ମୁହାଁ ମୁହିଁ ଧକା ହୋଇଥିଲା।ଘଟଣାସ୍ଥଳରେ କିଶନ ଙ୍କ ମୃତ୍ୟୁ ଘଟିଥିଲା।ସାଙ୍ଗରେ ଥିବା ମିହିର ଗୁରୁତର ଆହତ ହୋଇଥିଲେ।ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ଉଭୟଙ୍କୁ ଜଗତସିଂହପୁର ମୁଖ୍ୟାଚିକିତ୍ସାଳୟକୁ ଆଣିବା ସହିତ ପିକଅପ୍ ଭ୍ୟାନ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login