ବ୍ୟୁରୋ : କୁହାଯାଏ କି ଯଦି ବ୍ୟକ୍ତିଙ୍କ ଭାଗ୍ୟ ଭଲ ଥାଏ ତେବେ ତାଙ୍କୁ ସୁଖ ସୁବିଧା ମିଳିଥାଏ । ସେହିପରି ଭାଗ୍ୟ ସାଥ ନ ଦେଲେ ଯେତେ ମଧ୍ୟ କଠିନ ପରିଶ୍ରମ କଲେ ବି ସଫଳତା ହାସଲ କରି ଥାନ୍ତି । ବ୍ୟକ୍ତିଙ୍କ ଖରାପ ଅଭ୍ୟାସ ସୁଖ କୁ ଛଡାଇ ନେଇଥାଏ । ଯଦି ସମୟ ଆଗରୁ ଏହାକୁ ବଦଳା ଯାଏ ତେବେ ଦୁର୍ଭାଗ୍ୟ ସୈାଭାଗ୍ୟରେ ମଦଳି ଯାଇପାରେ ।
ଜ୍ୟେତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନିଜ ଭାଗ୍ୟର ନିର୍ମାଣ ନିଜ ସ୍ୱଭାବ , କର୍ମ ଏବଂ ଅଭ୍ୟାସରୁ ବନିଥାଏ ଏବଂ ବିଗିଡି ଯାଇଥାଏ । ଯଦି ନିୟମିତ ଭାବରେ ଉଠି କିଛି କାର୍ଯ୍ୟ କରି ଦିଅନ୍ତି ତେବେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ । ଏହା ସହ ଆସୁଥିବା ସମସ୍ୟାକୁ ସମୟ ଆଗରୁ ଦୂର କରାଯାଇପାରିବ । ଆସନ୍ତୁ ଜାଣିବା ସେହି ପରି କିଛି କଥା , ଯାହା ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିଦେବ ।
ସୂର୍ଯେ୍ୟାଦୟ ପୂର୍ବରୁ ଉଠିବା –ଶାସ୍ତ୍ରରେ ଉଠିବାର ସମୟ ସୂର୍ଯେ୍ୟାଦୟ ପୂର୍ବରୁ ହିଁ କୁହାଯାଇଛି । କୁହାଯାଏ କି ବ୍ରାହ୍ମ ମୂହୁର୍ତ୍ତରେ ଉଠୁଥିବା ବ୍ୟକ୍ତି ସମସ୍ତ କାର୍ଯ୍ୟରେ ସିଦ୍ଧ ହୋଇଥାନ୍ତି । ଏହା କରିବା ଦ୍ୱାରା ବ୍ୟକ୍ତିଙ୍କର ମନ, ମସ୍ତିଷ୍କ ସୁସ୍ଥ ରହିଥାଏ । ତେଣଉ ଯେ କୈାଣସି କାମର ଆରମ୍ଭ ସକାଳ ସମୟରେ ଉତ୍ସାହ ଏବଂ ଉଦ୍ଦିପନାର ସହ ହୁଏ ।
ଦୁଇ ହାତର ପାପୁଲିକୁ ଦେଖିବା- ଶାସ୍ତ୍ରରେ କୁହାଯାଇଛି କି , ପାପୁଲିରେ ଦେବୀ ଦେବତା ରହିଥାନ୍ତି । ତେଣଉ ସକାଳୁ ଉଠିଲେ ଦୁଇଟି ହାତର ପାପୁଲିକୁ ଦେଖିଲେ ପ୍ରଭୁଙ୍କର ଦର୍ଶନ ସହ ସମାନ ହୋଇଥାଏ । ସୈାଭାଗ୍ୟ ପାଇବାର ଏହା ହେଉଛି ସବୁଠୁ ଉତ୍ତମ ଏବଂ ସହଜ ଉପାୟ । କୁହାଯାଏ କି ଯେଉଁ ବ୍ୟକ୍ତି ଏହିପରି କରିଥାନ୍ତି ତାଙ୍କ ଜୀବନରେ କୈାଣସି ବାଧା ବିଘ୍ନ ଆସି ନ ଥାଏ ।
ଇଷ୍ଟ ଦେବଙ୍କୁ ପ୍ରଣାମ କରନ୍ତୁ –ସକାଳୁ ଉଠି ପାପୁଲି ଦର୍ଶନ କରିବା ପରେ ନିଜର ଇଷ୍ଟ ଦେବଙ୍କୁ ପ୍ରଣାମ କରିବା ଉଚିତ । ଏହା କରିବା ଦ୍ୱାରା ଜୀବନରେ ସଫଳତା ମିଳିବା ସହ ଆଗକୁ ବଢିପାରିବେ ।
ସକାଳୁ ଉଠି କରନ୍ତୁ ଏହି ୩ କାମ , ହୋଇଯିବେ ଲକ୍ଷପତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











