The Ultimate Managed Hosting Platform
ADVERTISEMENT

ଷ୍ଟ୍ରାଇକ କରି ପାରିବେନି ସ୍ୱାସ୍ଥ୍ୟକର୍ମୀ

Facebook
Twitter
LinkedIn

ଭୁବନେଶ୍ୱର : ଆନେ୍ଦାଳନ କରିପାରିବେନି ନର୍ସ , ଫାର୍ମାସିଷ୍ଟ । ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀଙ୍କ ଉପରେ ବି କଟକଣା । କାମ ଛାଡ ଆନେ୍ଦାଳନକୁ ବାରଣ କଲେ ସରକାର । ଜରୁରୀ ସେବା ଆଇନ ୧୯୮୮ ଆଧାରରେ କଟକଣା । ଆଗାମୀ ୬ ମାସ ଯାଏଁ ଆନେ୍ଦାଳନ ଉପରେ କଟକଣା । ସରକାରୀ ଓ ଅନୁଦାନ ପ୍ରାପ୍ତ ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଲାଗୁ ।

ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଗିରଫ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login