The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିରରୁ ଲୁଟ ଅଭିଯୋଗ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟ ଅଭିଯୋଗ । ଗୁମୁଟର ଦାନବାକ୍ସ ଭାଙ୍ଗି ଲୁଟ କରିଥିବା ଅଭିଯୋଗ । ଶ୍ରୀମନ୍ଦିର ଗାରଦରେ ଲୁଟ ଅଭିଯୋଗ କରାଗଲା । ଶ୍ରୀମନ୍ଦିର ପରିସରରରେ ପଡିଛି ଭଙ୍ଗା ଦାନବାକ୍ତ ଓ ଲୁହାଛଡ । ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ନିକଟରେ ପଡିଛି । ଅଭିଯୋଗ ଆଧାରରେ ଆରମ୍ଭ ହୋଇଛି ତଦନ୍ତ । ଘଟମା ସମ୍ପର୍କରେ ସ୍ପଷ୍ଟ କରିନି ପ୍ରଶାସନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login