ପୁରୀ : ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ଜଣେ ବ୍ୟକ୍ତି ଫଟୋ ଅପଲୋଡ କରିଛନ୍ତି । ଅତି ନିକଟରୁ ଉଠାଯାଇଛି ଫଟୋ । ଶ୍ରୀମନ୍ଦିର ଭିତର ଫଟୋ ସହ ବାହାରେ ନିଜ ଫଟୋ ଉଠାଇ ଅପଲୋଡ୍ କରିଛନ୍ତି । କଡା ସୁରକ୍ଷା ସତ୍ତ୍ବେ କିପରି ମୋବାଇଲ ଭିତରକୁ ନେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
Views: 56











