The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ଜଗିବ ଆର୍ମଡ ଭେଇକିଲ, ସୁରକ୍ଷା ସମୀକ୍ଷା କଲେ ଡିଜିପି

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ ଭେଇକିଲ । ଶ୍ରୀମନ୍ଦିର ସାମ୍ନାରେ ମୁତୟନ ହେଲା ଆର୍ମଡ ଭେଇକିଲ । ସୁରକ୍ଷା ଅନୁଧ୍ୟାନ କଲେ ନିଜେ ଡିଜିପି ୱାଇବି ଖୁରାନିଆ । ଏଥି ସହ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ମଧ୍ୟ ଅନୁଧ୍ୟାନ କଲେ । ସୁରକ୍ଷା ଶୃଙ୍ଖଳିତ ଦର୍ଶନ , ଟ୍ରାଫିକ ବ୍ୟବସ୍ଥା ନେଇ ବୈଠକ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହାସହ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଣ୍ଡାମାନ ଛୁଇଁଲା ମୈାସୁମୀ

ଆଣ୍ଡାମାନ ଛୁଇଁଲା ମୈାସୁମୀ

ନୂଆଦିଲ୍ଲୀ : ଆଣ୍ଡାମାନ ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ବୀପ ଏବଂ ଉତ୍ତର ଆଣ୍ଡାମାନ...

ADVERTISEMENT

Login