The Ultimate Managed Hosting Platform
ADVERTISEMENT

ଶୀତରେ ଥରିଲା ଓଡିଶା , ୪ରୁ ୫ ଡିଗ୍ରୀ ଖସିଲା ତାପମାତ୍ରା

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଦିନକରେ ୪ରୁ ୫ ଡିଗ୍ରୀ ଖସିଲା ତାପମାତ୍ରା । ଦୁଇ ସପ୍ତାରେ ପୁଣି ତଳମୁହାଁ ପାରଦ । ୧୩ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ଚଳିତ ବର୍ଷ ନଭେମ୍ବର ଶେଷ ସପ୍ତାହରେ ଶୀତ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ପ୍ରଥମ ସପ୍ତାହରେ ମେଘୁଆ ପାଗକୁ ଝିପିଝିପି ବର୍ଷା କୋହଲା ପାଗ ଯୋଗୁଁ ଶୀତ ହଠାତ ଉଭେଇ ଯାଇଥିଲା । ପୁଣି ଶୀତର ପ୍ରକୋପ ଦେଖିବାକୁ ମିଳିଛି । କେନ୍ଦୁଝର ଓ ଅନୁଗୁଳରେ ରାତି ତାପମାତ୍ରା ଦିନକରେ ସର୍ବାଧିକ ୫ ଡିଗ୍ରୀ କମିଛି । ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login